State

୫ ବର୍ଷରେ ୧୯ ବର୍ଷର ୫ ଗୁଣା କାମ କରିବ ବିଜେପି ସରକାର: ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର କେନ୍ଦ୍ରାପଡା ଓ ବାଲେଶ୍ୱରରେ ଯୋଗଦେଇ କହିଛନ୍ତି ଯେ ଯଦି ଓଡିଆ ଲୋକମାନେ ତାଙ୍କୁ ଭରସା କରି ଆଶୀର୍ବାଦ କରିବେ ତେବେ ୧୯ ବର୍ଷରେ କାମ କରିନଥିବା କାମକୁ ବିଜେପି ସରକାରରେ ୫ ଗୁଣା କାମ ୫ ବର୍ଷରେ କରାଯିବ ।

ଯୁବକର ରୋଜଗାର, ମହିଳାଙ୍କ ସୁରକ୍ଷା, ଚାଷୀ କଲ୍ୟାଣ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବନାଇବାର ଆବଶ୍ୟକତା ରହିଛି । ମୋଦିଙ୍କ ନେତୃତ୍ୱରେ ନୂଆ ଭାରତ ହେବ, ନୂଆ ଓଡିଶା ହେବ, ନୂଆ ଯାଜପୁର ହେବ, ଚଣ୍ଡିଖୋଲ ତା’ର ପେଣ୍ଠସ୍ଥଳୀ ହେବ ।

ବିଜେପି ସରକାର ହେଲେ ବିଶ୍ୱସ୍ତରର ମ୍ୟାନୁଫାକଚରିଂ କ୍ଲଷ୍ଟର ଏଠାରେ ତିଆରି କରାଯିବ, କଳିଙ୍ଗ ନଗରକୁ ବନ୍ଦର ସହ ଯୋଡାଯିବ, ଗ୍ଲୋବାଏ ସ୍ଲପାଏ ଚେନ୍ ଏହି ଅଂଚଳରେ ତିଆରି କରାଯିବ, ଚଣ୍ଡିଖୋଲକୁ ଏକ ସ୍ୱତନ୍ତ୍ର ବ୍ୟବୟାୟିକ କେନ୍ଦ୍ର ତିଆରି କରାଯିବ, ଯେଉଁଠିକୁ ବିଶ୍ୱ ଆସିବ । ଚଣ୍ଡିଖୋଲକୁ ଏକ ଆଦର୍ଶ ଅଂଚଳ ଭାବେ ତିଆରି କରାଯିବ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top