Rural Odisha

ସୁନ୍ଦରଗଡ ଜିଲ୍ଲା ବିଜେପିର ବରିଷ୍ଠ ନେତା, ଉତ୍ସର୍ଗୀକୃତ ସମାଜସେବୀ ଗଣେଶ ମହlଲିଙ୍ଗଙ୍କ ଅକାଳ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଶୋକ

ସୁନ୍ଦରଗଡ ଜିଲ୍ଲା ବିଜେପିର ଜଣେ ବରିଷ୍ଠ ନେତା, ଦକ୍ଷ ସଂଗଠକ, ଉତ୍ସର୍ଗୀକୃତ ସମାଜସେବୀ ଗଣେଶ ମହlଲିଙ୍ଗଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ l ତାଙ୍କର ବିୟୋଗ ଦ୍ୱାରା ସୁନ୍ଦରଗଡ ଜିଲ୍ଲା ଜଣେ ଅଭିଜ୍ଞ, ଯୋଗ୍ୟ, ଶୃଙ୍ଖଳିତ ତଥା ସମର୍ପିତ କାର୍ଯ୍ୟକର୍ତାଙ୍କୁ ହରାଇଲା ଯାହାର କ୍ଷତି ଭରଣ କରିବା କଷ୍ଟକର l ତାଙ୍କର ବିୟୋଗ ଆମ ବିଜେପି ସହିତ ବ୍ୟକ୍ତିଗତ ମୋର ଅପୁରାଣୀୟ କ୍ଷତି ଘଟିଲା l

ସ୍ବର୍ଗତ ମହlଲିଙ୍ଗ ପିଲାଦିନରୁ ରାଷ୍ଟ୍ରୀୟ ସ୍ୱୟଂମ ସେବକ ସଂଘର ଜଣେ ସ୍ୱୟଂସେବକ ଭାବେ ସଂଘର 2ୟ ବର୍ଷ ଶିକ୍ଷାଲାଭ କରିଥିଲେ l ଏହି ଅବସରରେ ମୁଁ ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି l

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top