National International

ଷ୍ଟାଚ୍ୟୁ ଅଫ ୟୁନିଟି ଦେଖିବାକୁ ଲୋଙ୍କ ଭିଡ, ଚିନ୍ତାରେ ଗୁଜୁରାଟ ସରକାର

ଗୁଜୁରାଟର ନର୍ମଦା ନଦୀ ଉପରେ ନିର୍ମାଣ ହୋଇଥିବା ଲୌହମାନବ ସର୍ଦ୍ଦାର ବଲ୍ଲଭ ପଟେଲଙ୍କ ଷ୍ଟାଚ୍ୟୁ ଅଫ ୟୁନିଟି ଦେଖିବା ପାଇଁ ଦର୍ଶଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । ଗତ ମଙ୍ଗଳବାର ରୁ ଶନିବାର ପର୍ଯ୍ୟନ୍ତ ପ୍ରାୟ ୭୫ ହଜାର ଦର୍ଶକ ଏହି ମୁର୍ତ୍ତୀ ଦେଖି ସାରିଲେଣି । ଶନିବାର ଦିନ ୨୭ ହଜାର ଦର୍ଶକ ଏହାକୁ ବୁଲି ଦେଖିଥିଲେ ।

ସୂଚନା ଥାଉକି ମୁର୍ତ୍ତୀ ଭିତରେ ଲାଗିଥିବା ଲିଫ୍ଟରେ ପ୍ରାୟ ୫ ହଜାର ଲୋକ ଯାଇ ପାରିବେ । ଏବଂ ଗ୍ୟାଲେରୀରେ ଏକାଥରେ ୨୦୦ ଦର୍ଶକ ଏହି ମୁର୍ତ୍ତୀକୁ ଦେଖି ପାରିବେ । ତେବେ ପ୍ରବଳ ଦର୍ଶକ ଆସୁଥିବାରୁ ସେଠାରେ ପରିଚାଳନା ସମସ୍ୟା ଉପୁଜିଛି । ଏତେ ଲୋକଙ୍କୁ କିପରି ଦେଖିବାକୁ ଦିଆଯିବ ତାହା ଏବେ ଗୁଜୁରାଟ ସରକାରଙ୍କ ଚିନ୍ତାର କାରଣ ପାଲଟିଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top