State

ଷଣ୍ଢକୁ ଧକ୍କା ଦେଇ ମହାନଦୀ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ

ଅନୁଗୁଳରୁ କଟକ ଅଭିମୁଖେ ଆସୁଥିବା ଜଗନ୍ନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଷଣ୍ଢକୁ ଧକ୍କା ଦେଇ ମହାନଦୀ ପୋଲ ଉପରୁ ୩୦ ଫୁଟ ତଳକୁୁ ଖସି ପଡିଛି । ଏହି ଦୁର୍ଘଟଣାରେ ୭ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରେ କମିସନରେଟ ପୁଲିସ ପହଂଚି ଅଗ୍ନିଶମ ଓ ଓଡ୍ରାଫ ଟିମ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସନ୍ଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top