National International

ଲାଲୁପ୍ରସାଦ ଯାଦବଙ୍କ ବଡ ପୁଅ ଦେବେ ସ୍ତ୍ରୀକୁ ଛାଡପତ୍ର

ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ବଡପୁଅ ତେଜ ପ୍ରତାବ ଯାଦବଙ୍କ ଐସର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ । ବାହାଘରକୁ ମାତ୍ର ୬ ମାସ ପୁରିଛି । କିନ୍ତୁ ତେଜ ପ୍ରତାପ ସ୍ତ୍ରୀ ଐସର୍ଯ୍ୟାଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ପିଟିସନ ଦାୟର କରିସାରିଛନ୍ତି । ପରିବାର ଲୋକେ ଯେତେ ବୁଝାଇଲେ ମଧ୍ୟ ପ୍ରତାପ ବୁଝିବାକୁ ନାରାଜ ।

ନିଜ ଜିଦରେ ଅଟଳ ରହି ସେ ଘର ଛାଡି ହରିଦ୍ୱାର ଚାଲିଯାଇଛନ୍ତି । ତାଙ୍କ ନିଷ୍ପତିକୁ ପରିବାର ଲୋକେ ନ ମାନିବା ଯାଏଁ ସେ ଘରକୁ ଫେରିବେ ନାହିଁ ବୋଲି ସିଧା ମନା କରିଦେଇଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top