Market

ବିଶ୍ୱର ସବୁଠାରୁ କମ୍ ବ୍ୟୟରେ ଆଲୁମିନା ଉତ୍ପଦାନକାରୀ ନାଲକୋ, ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଠାରେ ଅନୁଷ୍ଠିତ ଇଣ୍ଟରନେସନାଲ ମାଇନିଂ ଆଣ୍ଡ୍ ରିସୋର୍ସେସ୍ କନ୍ଫରେନ୍ସ (ଆଇଏମ୍ଏଆର୍ସି) ଠାରେ ଆକର୍ଷଣର କେନ୍ଦ୍ର

ଅଷ୍ଟେଲ୍ରଅିାର ମେଲ୍ବର୍ଣ୍ଣ୍ ଠାରେ ଅକ୍ଟୋବର୍ ୨୯ ତାରିଖ ଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ବିଶ୍ୱର ସର୍ବବୃହତ୍ ମାଇନିଂ ଆଣ୍ଡ୍ ରେିସାର୍ସେସ୍ କନ୍ଫରେନ୍ସ ଆୟୋଜିତ ହେଉଛି । ଏହ ିଆନ୍ତର୍ଜାତୀୟ ସମ୍ମେଳନରେ ୬,୦୦୦ ରୁ ଉଦ୍ଧ୍ୱର୍ ପ୍ରତନିିଧିଦଳ ବିଶ୍ୱର ୯୦ରୁ ଅଧିକ ଦେଶରୁ ଯୋଗ ଦେଉଛନ୍ତି । ସେମାନଙ୍କ ମଧ୍ୟରେ ଖଣି ଉଦ୍ୟୋଗୀ, କର୍ପୋରେଟ ୍ଜଗତର ପ୍ରତନିିଧ,ô ପରାମର୍ଶଦାତା, ବୈଷୟିକବିତ୍ ଏବଂ ପୁଞ୍ଜିନିବେଶକାରୀମାନେ ଅନ୍ତର୍ଭୁକ୍ତ । କୋଲ୍ ଇଣ୍ଡଅିା ଲିମେିଟଡ୍, ନାଲ୍କୋ, ଏନ୍ଏମଡ୍ିସି, ଏଚ୍ସିଏଲ୍, ଏମ୍ଇସିଏଲ୍ ଆଦ ିପ୍ରମୁଖ ଲୋକ ଉଦ୍ୟୋଗମାନଙ୍କୁ ନେଇ ଭାରତୀୟ ଖଣି ମନ୍ତ୍ରାଳୟ ଏବଂ କୋଇଲା ମନ୍ତ୍ରାଳୟ ଏହି ସମ୍ମେଳନରେ ଭାରତର ପ୍ରତନିିଧିତ୍ୱ କରୁଛନ୍ତି । ଭାରତୀୟ ପ୍ୟାଭଲିିଅନ୍ରେ ନାଲ୍କୋ ନୋଡାଲ୍ ଏଜେନ୍ସୀ ଭାବେ ପ୍ରତିନିଧିତ୍ୱ କରୁଛି ଏବଂ ଏହା ‘ମେକ୍ ଇନ୍ ଇଣ୍ଡଆ’ ଶୀଷର୍କକୁ ଅଗ୍ରାଧିକାର ଦିଆଯାଉଛି । ଏହି ସମ୍ମେଳନରେ, ଖଣିଜ ସାଧନ, ଖଣ ିଏବଂ ଧାତବ ବୈଷୟିକ ବିଦ୍ୟା, ଜିଓ ସାଇନ୍ସ ଷ୍ଟଡୀ ଆଦ ିକ୍ଷେତ୍ରରେ ସହବନ୍ଧନ ନିମନ୍ତେ ପରିସର ସନ୍ଧାନ କରିବା ହେଉଛି ଭାରତର ଅଂଶଗ୍ରହଣର ମୁଖ୍ୟ ଲକ୍ଷ୍ୟ । ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ରାଜ୍ୟ ସରକାର ଏବଂ ଶିଳ୍ପସଂସ୍ଥାଗୁଡ଼ିକୁ ମଧ୍ୟ ଉତ୍ସାହିତ କରାଯାଉଛି । ଖଣି ଏବଂ ଖଣଜି ସମ୍ପଦ କ୍ଷେତ୍ରରେ ଭାରତର ସଫଳତା ପ୍ରଦର୍ଶନ କରୁଥିବା ଭାରତର ପ୍ୟାଭିଲିଅନ୍କୁ ଖଣି ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ଅନୀଲ କୁମାର ନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥôଲା ଏବଂ ଇଣ୍ଡଅିା ଆଟ୍ ଆଇମାର୍କ୍ ୨୦୧୮ ୱେବ୍ ପୋର୍ଟାଲ୍ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଏହି ଅବସରରେ ଅନେକ ଜିଟୁବ ିଏବଂ ବିଟୁବି ବ୍ୟବସାୟିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥôଲା ଯେଉଁଥିରେ କି ଖଣିଜ ସାଧନ ଅଧିଗ୍ରହଣ, ଯୌଥ ଉଦ୍ୟମ, ପ୍ଲାଣ୍ଟ୍ ଓ ଉପକରଣ, ବୈଷୟିକ ବିଦ୍ୟାର ସ୍ଥାନାନ୍ତରଣ, ଗବେଷଣା ଓ ବିକାଶ ଆଦି ଆଲୋଚିତ ହୋଇଥôଲା । ନାଲ୍କୋର ଆଲୁମିନା ରିଫାଇନେରୀ, ଯାହା କି ବିଶ୍ୱରେ ସବୁଠାରୁ କମ୍ ବ୍ୟୟରେ ଉତ୍ପଦନକାରୀର ଆଖ୍ୟା ହାସଲ କରିଛି, ତାହାର ସଂପ୍ରସାରଣ ପକ୍ରଳ୍ପ ଆନ୍ତର୍ଜାତୀୟ ଉଦ୍ୟୋଗଗୁଡ଼ିକର ଧ୍ୟାନ ଆକର୍ଷଣ କରଥିôଲା । ନାଲ୍କୋ ଏହି ଅବସରରେ ଅନଗୁଳ ଆଲୁମିନିୟମ୍ ପାର୍କ୍ ବିଷୟରେ ମଧ୍ୟ ପ୍ରଦର୍ଶନ କରିଥିଲା ଏବଂ ଆଲୁମିନିୟମ୍ ଉତ୍ପାଦନକାରୀଙ୍କୁ ଏଥିରେ ୟୁନିଟ୍ ପ୍ରତଷ୍ଠିା ପାଇଁ ଆମନ୍ତ୍ରିତ କରଥିôଲା । ନାଲ୍କୋ ପକ୍ଷରୁ ଓଡ଼ିଶାକୁ ‘ଭାରତର ଆଲୁମିନିୟମ୍ ରାଜଧାନୀ’ ଭାବେ ଉପସ୍ଥାପିତ କରାଯବିା ସହ ଶ୍ରେଷ୍ଠ ଆନ୍ତର୍ଜାତୀୟ ଆଲୁମିନିୟମ୍ ଉତ୍ପାଦନକାରୀଙ୍କୁ ଭୁବନେଶ୍ୱର ଆସି ଜାନୁୟାରୀ ୩୦ ରୁ ଫେବୃୟାରୀ ୧, ୨୦୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥôବ । ଇଣ୍ଟର୍ନ୍ୟାସନାଲ୍ ଆଲୁମିନିୟମ୍ କନ୍ଫରେନ୍ସ (ଇନ୍କାଲ୍ ୨୦୧୯) ରେ ଅଂଶଗ୍ରହଣ କରବିା ପାଇଁ ନିମନ୍ତ୍ରଣ କରାଯାଇଥିଲା ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top