Market

ପୁଣି ବଢିଲା ଏଲପିଜି ସିଲିଣ୍ଡର ଦର

ଗୋଟେପଟେ ତେଲର ଦାମ କିଛି ମାତ୍ରାରେ କମିଥିବା ବେଳେ ଅନ୍ୟପଟେ ଲୋକଙ୍କ ପକେଟକୁ ମାଡ କରିଛି ଏଲପିଜି ଗ୍ୟାସ । ଚଳିତ ମାସର ୧ ତାରିଖରେ ତେଲ କମ୍ପାନୀ ମାନେ ଏଲପିଜି ସିଲିଣ୍ଡରର ଦାମ ୨ ଟଙ୍କା ୯୪ ପଇସା ବୃଦ୍ଧି କରିଥିଲେ । ପୁଣି ଚଳିତ ମାସ ଆଉଥରେ ସିଲିଣ୍ଡର ଦର ୨ ଟଙ୍କା ବଢିଛି ।

ଏହା ଫଳରେ ଏଲପିଜି ସିଲିଣ୍ଡର ଦର ପ୍ରାୟ ୫ ଟଙ୍କା ବୃଦ୍ଧି ପାଇଛି । ଗତ ଜୁନ ମାସଠାରୁ ଏଲପିଜି ଦର ପ୍ରାୟ ପ୍ରତି ମାସରେ ବଢିଚାଲିଛି । ବର୍ତମାନ ମୁମ୍ବାଇରେ ସଏଲପିଜି ସିଲିଣ୍ଡରର ଦାମ ୫୦୫.୦୫ ଟଙ୍କା ଥିଲାବେଳେ ଚେନ୍ନାଇରେ ମଧ୍ୟ ସିଲିଣ୍ଡରର ଦାମ ୫୦୫.୦୫ ଟଙ୍କା ପହଁଚିଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top