National International

ପଶ୍ଚିମବଙ୍ଗର ସଂତ୍ରାଗାଛି ଷ୍ଟେସନରେ ଦଳାଚକଟା: 2 ମୃତ, 14 ଗୁରୁତର

ପଶ୍ଚିମବଙ୍ଗର ସଂତ୍ରାଗାଛି ଷ୍ଟେସନରେ ଦଳାଚକଟା ହେବାରୁ 2 ଜଣଙ୍କର ମୃତ୍ୟୁ ହେଇଥିବା ଜଣା ପଡିଛି। 14 ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ଆଜି ସନ୍ଧ୍ୟାରେ ସମ୍ପୃକ୍ତ ଷ୍ଟେସନର ଫୁଟ ଓଭରବ୍ରିଜରେ ଯାତ୍ରୀମାନଙ୍କ ପ୍ରବଳ ଭିଡ଼ ଯୋଗୁଁ ଦଳଚକଟା ହୋଇଥିଲା। ଦୁର୍ଘଟଣା ସଂପର୍କରେ ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସଂପର୍କ ଅଧିକାରୀ ସୌମିତ୍ର ମଜୁମଦାର ସୂଚନା ଦେଇଛନ୍ତି। ଗୁରୁତର ଆହତ ବ୍ୟକ୍ତିମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top