Rural Odisha

ନିଜ ସ୍ଵାର୍ଥ ପାଇଁ କାମ କରିଛନ୍ତି ବୈଜୟନ୍ତ: ନବୀନ

କେନ୍ଦ୍ରାପଡା ବିଜେଡି ସଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ଭୋଟ ମାଗିବା ବେଳେ ବୈଜୟନ୍ତଙ୍କୁ କଟାକ୍ଷ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ.

ନିଜର ସୋସିଆଲ ମିଡ଼ିଆ ପେଜରେ ବୈଜୟନ୍ତଙ୍କୁ ଟାର୍ଗେଟ କରିଛନ୍ତି ନବୀନ. କେନ୍ଦ୍ରାପଡାରେ ଥିବା ସାଂସଦ ଆପଣମାନଙ୍କର ଓ ମୋର ବିଶ୍ଵାସକୁ ଭାଙ୍ଗିଛନ୍ତି। ଲୋକଙ୍କ ସ୍ଵାର୍ଥକୁ ଭୁଲି ସେ ନିଜ ସ୍ଵାର୍ଥ ପାଇଁ କାମ କରିଛନ୍ତି। ଏହାର ଜବାବ ଆପଣମାନେ ତାଙ୍କୁ ଦିଅନ୍ତୁ। ଏଥର କେନ୍ଦ୍ରାପଡା ସାଂସଦ ପାଇଁ ମୁଁ ଜଣେ ଭଲ ପ୍ରାର୍ଥୀ ଦେଇଛି। ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ, ବୋଲି ଲେଖିଛନ୍ତି ନବୀନ.

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top