Sports

ଟି-୨୦ ରେ ପ୍ରଥମ ଶତକ କଲେ ହରମନପ୍ରୀତ

ୱେଷ୍ଟଇଣ୍ଡିଜ ର ଗୁୟାନା ରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଆଇସିସି ମହିଳା ବଲ୍ଡ ଟି-୨୦ ଟୁଣ୍ଣାମେଂଟର ପ୍ରଥମ ମ୍ୟାଚରେ ଭରତ ନ୍ୟୁଜଲାଣ୍ଡକୁ ୩୪ ରନ୍ ରେ ପରାସ୍ତ କରିଛି । ଏହି ମ୍ୟାଚରେ ଭାରତୀୟ ଦଳର କ୍ୟାପ୍ଟେନ ହରମନପ୍ରୀତ କୋର ନିଜ ବ୍ୟାଟରୁ ୧୦୦ ରନ ସଂଗ୍ରହ କରି ଇତିହାସ ରଚିଛନ୍ତି ।

ତୃତୀୟ ନମ୍ବରରେ ବ୍ୟଟିଂ କରିବାକୁ ଆସି ସେ ୫୧ ଟି ବଲରେ ୮ଟି ଛକ୍କା ଓ ୭ଟି ଚୌକା ମାରି ୧୦୩ ରନ କରିଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top